ବନ୍ଧୁଗଣ,
ଏହି ଭିଡ଼ିଓରେ ଓଡ଼ିଶା ଜବ୍ ଅପ୍ଡେଟ୍ସ୍ର କିଛି ଗୁରୁତ୍ୱପୂର୍ଣ୍ଣ କଥା ସେୟାର କରିଛି । ଯେଉଁଥିରେ ଟ୍ୟାଗ୍ଲାଇନ୍ କଣ୍ଟେଷ୍ଟ୍କୁ ନେଇ ଅଛି । ଏବଂ ଆଗାମୀ ୧୫ ତାରିଖ ଅର୍ଥାତ୍ ଆସନ୍ତା କାଲିଠାରୁ ପ୍ରତ୍ୟେକ ଭିଡିଓରେ ଆପଣମାନେ ପ୍ରଶ୍ନର ଉତ୍ତର ରଖି ଜିତିପାରିବେ କ୍ୟାସ୍ ପ୍ରାଇଜ୍ । ଅତି ସହଜରେ । କେବଳ ଆପଣ ଭିଡ଼ିଓକୁ ଲାଇକ୍ କରିବେ, ଭିଡିଓକୁ ସେୟାର କରିବେ ଓ ଚ୍ୟାନେଲ୍କୁ ସବ୍ସ୍କ୍ରାଇବ୍ କରିବେ । ତାପରେ ଆପଣ ଦେଇଥିବା ଉତ୍ତରରୁ ଆମେ ବିଜେତାଙ୍କ ନାଁ ଘୋଷଣା କରିବୁ । ଯେଉଁଥିରେ ଆପଣ ଡିରେକ୍ଟ୍ ଟଙ୍କା ପାଇପାରିବେ । ଏହା ଓଡ଼ିଶା ଜବ୍ ଅପ୍ଡେଟ୍ସ୍ର ଗୋଟିଏ ଛୋଟ ପ୍ରୟାସ । ଆଶା ରଖିବି ଯେ ଆପଣଙ୍କୁ ଏସବୁ ନିଶ୍ଚୟ ଭଲ ଲାଗିବ । ଏହି ଭିଡିଓକୁ ମାତ୍ରାଧିକ ସେୟାର କରନ୍ତୁ । ଧନ୍ୟବାଦ
No comments:
Post a Comment