ବନ୍ଧୁଗଣ,
ବର୍ତ୍ତମାନ ଭାରତୀୟ ନୌସେନାରେ ଚଳିତ ବର୍ଷ ପାଇଁ ବଡ଼ ନିଯୁକ୍ତି ସୁଯୋଗ ଆସିଛି । ଯେଉଁଥିରେ ମୋଟ ଉପରେ ୫୫୪ଟି ପଦବି ରହିଛି । ପଦବିର ନାଁ ରହିଛି ଟ୍ରେଡ୍ସ୍ମ୍ୟାନ୍ ମେଟ୍ । ଏଥିପାଇଁ ଦଶମ ସହ ଆଇଟିଆଇ ଯୋଗ୍ୟତା ରହିଥିବା ଆବଶ୍ୟକତା ରହିଛି । ଏହାକୁ ଆପଣ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବେ । ଏହି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ । ଆଶା ରଖିବି ଆପଣଙ୍କ ଠାରୁ ଯେ, ଏହି ଭିଡିଓକୁ ମାତ୍ରାଧିକ ସେୟାର କରନ୍ତୁ । ଧନ୍ୟବାଦ

#indiannavy
#jobinnavy
#2019navyjob
#odishajobupdates
No comments:
Post a Comment