Monday, 18 March 2019

Teacher job in Kendujhar District, total 57 posts

ବନ୍ଧୁଗଣ,
ଏହି ଭିଡିଓରେ ଜଣାଇଛି, ବର୍ତ୍ତମାନ ଓଡ଼ିଶାର କେନ୍ଦୁଝର ଜିଲ୍ଲା ପାଇଁ ଆସିଥିବା ଶିକ୍ଷକ ପଦବି ପାଇଁ । ଏଥିରେ ଆପଣଙ୍କୁ ପୋଷ୍ଟାଲ୍ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ । କଣ ସବୁ ଯୋଗ୍ୟତା, କେମିତି ଆବେଦନ କରିବେ, ପ୍ରତ୍ୟୋକଟି କଥା ଆପଣଙ୍କୁ ଜଚ୍ଚାଇଛି ।
        ଆଉ ଗୋଟିଏ କଥା,  ପ୍ରତ୍ୟେକ ଭିଡିଓରେ ଆପଣମାନେ ପ୍ରଶ୍ନର ଉତ୍ତର ରଖି ଜିତିପାରିବେ କ୍ୟାସ୍ ପ୍ରାଇଜ୍ । ଅତି ସହଜରେ । କେବଳ ଆପଣ ଭିଡ଼ିଓକୁ ଲାଇକ୍ କରିବେ, ଭିଡିଓକୁ ସେୟାର କରିବେ ଓ ଚ୍ୟାନେଲ୍କୁ ସବ୍ସ୍କ୍ରାଇବ୍ କରିବେ । ତାପରେ ଆପଣ ଦେଇଥିବା ଉତ୍ତରରୁ ଆମେ ବିଜେତାଙ୍କ ନାଁ ଘୋଷଣା କରିବୁ । ଯେଉଁଥିରେ ଆପଣ ଡିରେକ୍ଟ୍ ଟଙ୍କା ପାଇପାରିବେ । ଏହା ଓଡ଼ିଶା ଜବ୍ ଅପ୍ଡେଟ୍ସ୍ର ଗୋଟିଏ ଛୋଟ ପ୍ରୟାସ । ଆଶା ରଖିବି ଯେ ଆପଣଙ୍କୁ ଏସବୁ ନିଶ୍ଚୟ ଭଲ ଲାଗିବ । ଏହି ଭିଡିଓକୁ ମାତ୍ରାଧିକ ସେୟାର କରନ୍ତୁ । ଧନ୍ୟବାଦ


#jobinodisha
#teacherjob2019
#governmentjob2019
#jobnewsodisha 

No comments:

Post a Comment