ବନ୍ଧୁଗଣ,
ଏହି ଭିଡିଓରେ ଜଣାଇଛି, ବର୍ତ୍ତମାନ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରୁ ଆସିଥିବା ଏକ ବଡ଼ ନିଯୁକ୍ତି ବିଷୟରେ । ମୋଟ ଉପରେ ୩୨୫ ପଦବି ରହିଛି । ଯାହା ଭାରତ ବର୍ଷ ପାଇଁ । ମୁଖ୍ୟତଃ କହିବାକୁ ଗଲେ ଏଥିରେ ୬ଟି ଭିନ୍ନ ଭିନ୍ନ ବିଭାଗରେ ପଦବି ରହିଛି । ଏଥିରେ କଣ ଯୋଗ୍ୟତା ଦରକାର, ପରୀକ୍ଷା ଫି କେତେ, କେମିତି ଆବେଦନ କରିବେ, ଦରମା କେତେ, ବୟସସୀମା କେତେ ରହିଛି ଏବଂ ଆହୁରି ଅନେକ ବିଷୟରେ ଅବଗତ କରାଇଛି । ଆଶା କରୁଛି ଏହି ଖବରଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ । ଭିଡିଓକୁ ଗୋଟିଏ ଲାଇକ୍ ଓ ସେୟାର କରିବାକୁ ଭୁଲିବେନି । ହଁ ଅଧିକ ଚାକିରୀ ସୂଚନା ପାଇବା ପାଇଁ ‘ଓଡ଼ିଶା ଜବ୍ ଅପ୍ଡେଟ୍ସ୍’ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସବ୍ସ୍କ୍ରାଇବ୍ ନିଶ୍ଚୟ କରିବେ ।
#jobinbank
#PNBjob2019
#odishajob
#jobnews2019