Thursday, 7 February 2019

Golden Opportunity, Government job in India Total posts 76,578

ବନ୍ଧୁଗଣ,
ଏହି ଭିଡିଓରେ ଜଣାଇଛି, ବର୍ତ୍ତମାନ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ପକ୍ଷରୁ ଲଞ୍ଚ୍ ହୋଇଛି ଏକ ବଡ଼ ନିଯୁକ୍ତି ସୁଯୋଗ । ଉକ୍ତ ଷ୍ଟେଟ୍ମେଣ୍ଟ୍ରେ କୁହାଯାଇଛି ଚଳିତ ବର୍ଷ ପାଇଁ ୭୬ ହଜାର ଉପରକୁ ପଦବୀ ଖାଲି ଅଛି । ଏହା କେବଳ ପାରାମିଲିଟାରୀରେ ଭର୍ତ୍ତି ହେବା ପାଇଁ ପ୍ରାର୍ଥୀମାନଙ୍କୁ ଆହ୍ୱାନ କରାଯିବ । ଯେଉଁଥିରେ କନେଷ୍ଟବଳ, ବିଏସ୍ଏଫ୍, ସିଆର୍ପିଏଫ୍, ଏସ୍ଏସ୍ବି ଏବଂ ଅନେକ ଜାଗାରେ ଖାଲି ପଡ଼ିବ । ଏଥିରେ ମଧ୍ୟ ମହିଳାମାନଙ୍କ ପାଇଁ ପଦବି ସଂରକ୍ଷିତ ରହିଛି । ଖାସ୍ କରି କହିବାକୁ ଗଲେ ୫୪ ହଜାରରୁ ଉର୍ଦ୍ଧ ପଦବି  କେବଳ କନେଷ୍ଟବଳ ପାଇଁ ରହିଛି । ଏହି ନିଯୁକ୍ତି ଏସ୍ଏସ୍ସି ମାଧ୍ୟରେ ହିଁ ହେବ । ଏଥିରେ ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଫେବୃଆରୀ ଓ ମାର୍ଚ୍ଚ ମାସ ସୁଦ୍ଧା ଏହି ସବୁ ପଦବି ପୁରୁଣ ହେବ । ଆଶା କରୁଛି ଏହି ଖବରଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ । ଭିଡିଓକୁ ଗୋଟିଏ ଲାଇକ୍ ଓ ସେୟାର କରିବାକୁ ଭୁଲିବେନି । ହଁ ଅଧିକ ଚାକିରୀ ସୂଚନା ପାଇବା ପାଇଁ ‘ଓଡ଼ିଶା ଜବ୍ ଅପ୍ଡେଟ୍ସ୍’ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସବ୍ସ୍କ୍ରାଇବ୍ ନିଶ୍ଚୟ କରିବେ ।



#UnionMinistry
#JobInIndia
#odishajobupdates 
#militaryjob2019

No comments:

Post a Comment

Central Govt Nursing Job 2019 | Only Written Exam

#OdishaJob #IndiaJonb #NursingJob #JobInMedical #LatestJob2019