Monday, 4 February 2019

Job in Mayurbhanj District, PGT Recruitment

ବନ୍ଧୁଗଣ,

ଏହି ଭିଡିଓରେ ଜଣେଇଛି ଯେ, ମୟୁରଭଞ୍ଜ ଜିଲ୍ଲାର ବାରିପଦା ପାଇଁ ଆସିଥିବା ପିଜିଟି ଭର୍ତ୍ତି ବିଷୟରେ । ଏଥିରେ ମୋଟ ୪ଟି ପୋଷ୍ଟ୍ ଅଛି । ସବୁ ଜିଲ୍ଲାର ପ୍ରାର୍ଥୀ ଆବେଦନ କରିବେ ଶିକ୍ଷକ ଭର୍ତ୍ତି ପାଇଁ I ଆଶା କରୁଛି ଏହି ଭିଡିଓଟି ଆପଣଙ୍କୁ ଭଲ ଲାଗିବ । ଭଲ ଲାଗିଲେ ଭିଡିଓକୁ ଗୋଟିଏ ଲାଇକ୍ ଓ ସେୟାର କରିବାକୁ ଭୁଲିବେନି । ହଁ ଅଧିକ ଚାକିରୀ ସୂଚନା ପାଇବା ପାଇଁ ‘ଓଡ଼ିଶା ଜବ୍ ଅପ୍ଡେଟ୍ସ୍’ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସବ୍ସ୍କ୍ରାଇବ୍ ନିଶ୍ଚୟ କରିବେ । କାରଣ ଏହା ସମ୍ପୂର୍ଣ୍ଣ ମାଗଣା ଅଟେ ।


#odishajob
#jobinodisha
#odishanijuktikhabar
#odishajobupdates
#districtleveljob
#gpjob

No comments:

Post a Comment

Central Govt Nursing Job 2019 | Only Written Exam

#OdishaJob #IndiaJonb #NursingJob #JobInMedical #LatestJob2019