Friday, 1 February 2019

Opportunity for Engineers, SSC Junior engineer examination

ବନ୍ଧୁଗଣ,
ଏହି ଭିଡିଓରେ ଜଣେଇଛି, ଏସ୍ଏସ୍ସିରେ ବର୍ତ୍ତମାନ ଆସିଥିବା ଇଞ୍ଜିନିୟରଙ୍କ ପାଇଁ ବଡ଼ ନୋଟିଫିକେସନ୍ । ଯେଉଁଥିରେ ବହୁତଗୁଡ଼ିଏ ପଦବି ରହିଛି । ତାହା ପୁଣି ସମସ୍ତ ଟ୍ରେଡ୍ ପାଇଁ । ଆଶା କରୁଛି ଏହି ଭିଡିଓଟି ଆପଣଙ୍କୁ ଭଲ ଲାଗିବ । ଭଲ ଲାଗିଲେ ଭିଡିଓକୁ ଗୋଟିଏ ଲାଇକ୍ ଓ ସେୟାର କରିବାକୁ ଭୁଲିବେନି । ହଁ ଅଧିକ ଚାକିରୀ ସୂଚନା ପାଇବା ପାଇଁ ‘ଓଡ଼ିଶା ଜବ୍ ଅପ୍ଡେଟ୍ସ୍’ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସବ୍ସ୍କ୍ରାଇବ୍ ନିଶ୍ଚୟ କରିବେ । କାରଣ ଏହା ସମ୍ପୂର୍ଣ୍ଣ ମାଗଣା ଅଟେ ।

#sscengineers
#odishajobupdates 

1 comment:

  1. Josaa Seat Allotment 2019 will be started from 27th June 2019. Candidates can register for josaa 2019 counselling here. Also, check seat allotment result know more about josaa seat allotment 2019

    ReplyDelete

Central Govt Nursing Job 2019 | Only Written Exam

#OdishaJob #IndiaJonb #NursingJob #JobInMedical #LatestJob2019