Saturday, 2 February 2019

Bhubaneswar job Fair : Tentatively 3000 posts

ବନ୍ଧୁଗଣ,
ଏହି ଭିଡିଓରେ ଜଣେଇଛି ଯେ, କେନ୍ଦ୍ର ସରକାରଙ୍କ ଭୁବନେଶ୍ୱର ପାଇଁ ଆସିଥିବା ବଡ଼ ନିଯୁକ୍ତି ମେଳା ବିଷୟରେ ଜଚ୍ଚାଇଛି । କେନ୍ଦ୍ରସରକାରଙ୍କ ୱେବ୍ସାଇଟ୍ ସ୍ପଷ୍ଟ୍ ଉଲ୍ଲେଖ ଅଛି ଯେ, ୩ହଜାରରୁ ଅଧିକ ପଦବୀ ରହିଛି । ବିଭିନ୍ନ ବଡ଼ ବଡ଼ କମ୍ପାନୀମାନେ ଏହି ମେଳାରେ ଭାଗନେବେ । ମୁଖ୍ୟ କଥା ହେଲା ଦଶମ ପାସ୍/ଦଶମ ଫେଲ୍ ଠାରୁ ଆରମ୍ଭ କରି +୨, +୩, ଏମ୍ବିଏ ଓ ଆଇଟିଆଇ ଇତ୍ୟାଦି ପାଇଁ ପଦବୀ ଖାଲିପଡ଼ିଛି । ଆଶା କରୁଛି ଏହି ଭିଡିଓଟି ଆପଣଙ୍କୁ ଭଲ ଲାଗିବ । ଭଲ ଲାଗିଲେ ଭିଡିଓକୁ ଗୋଟିଏ ଲାଇକ୍ ଓ ସେୟାର କରିବାକୁ ଭୁଲିବେନି । ହଁ ଅଧିକ ଚାକିରୀ ସୂଚନା ପାଇବା ପାଇଁ ‘ଓଡ଼ିଶା ଜବ୍ ଅପ୍ଡେଟ୍ସ୍’ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସବ୍ସ୍କ୍ରାଇବ୍ ନିଶ୍ଚୟ କରିବେ । କାରଣ ଏହା ସମ୍ପୂର୍ଣ୍ଣ ମାଗଣା ଅଟେ ।


#jobfair
#jobinbhubaneswar
#jobodisha 

1 comment: