Thursday, 7 February 2019

ADI Talks episode 29, 7 February 2019

ବନ୍ଧୁଗଣ,
ଏହି ଭିଡ଼ିଓରେ ଆପଣଙ୍କୁ ଜଣେଇଛି ଯେ,
୧. ସେନାରେ ମ୍ୟାସିଭ୍ ଭର୍ତ୍ତି (କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ପଦବି ୭୬,୫୭୮ ଯୋଗ୍ୟତା ଦଶମ ପାସ୍)୨. ଆର୍ପିଏଫ୍ ଏସ୍ଆଇ ଆଡ୍ମିଟି କାର୍ଡ୍ ୩. ଜେଇଇ ମେନ୍ ଅପ୍ରେଲ ୨୦୧୯ ୪. ଏସ୍ଏସ୍ସି ଜିଡି ପରୀକ୍ଷା ୫.....
ଆଶା କରୁଛି ଏହି ଭିଡିଓଟି ଆପଣଙ୍କୁ ଭଲ ଲାଗିବ । ଭଲ ଲାଗିଲେ ଭିଡିଓକୁ ଗୋଟିଏ ଲାଇକ୍ ଓ ସେୟାର କରିବାକୁ ଭୁଲିବେନି ।



#Jobnews
#NijuktiKhabar
#Odishajobupdates 
#odiaJob

No comments:

Post a Comment