Wednesday, 30 January 2019

Union Bank of India Armed Guard recruitment 2019 : Total 100 posts

ନମସ୍କାର ବନ୍ଧୁଗଣ,
ଏହି ଭିଡିଓରେ ୟୁନିୟନ ବ୍ୟାଙ୍କ୍ ଅଫ୍ ଇଣ୍ଟିଆରେ ଖାଲିପଡ଼ିଥିବା ପଦବି ବିଷୟରେ ଜଚ୍ଚାଇଛି । ଯେଉଁ ପଦବିର ନାଁ ରହିଛି ଆରମ୍ଡ୍ ଗାର୍ଡ୍ । ଓଡ଼ିଶା ପାଇଁ ପଦବି ସଂରକ୍ଷିତ ରହିଛି । ଯେଉଁମାନେ ଦଶମ ପାସ୍ କରିଥିବେ ତାହା ସହ ଏକ୍ସ୍ ସର୍ଭିସ୍ମ୍ୟାନ୍ ହୋଇଥିବେ, ସେଇମାନେ ଏହାକୁ ଆବେଦନ କରିପାରିବେ । ଆଶା କରୁଛି ଏହି ଭିଡିଓଟି ଆପଣଙ୍କୁ ଭଲ ଲାଗିବ । ଭଲ ଲାଗିଲେ ଭିଡିଓକୁ ଗୋଟିଏ ଲାଇକ୍ ଓ ସେୟାର କରିବାକୁ ଭୁଲିବେନି । ହଁ ଅଧିକ ଚାକିରୀ ସୂଚନା ପାଇବା ପାଇଁ ‘ଓଡ଼ିଶା ଜବ୍ ଅପ୍ଡେଟ୍ସ୍’ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସବ୍ସ୍କ୍ରାଇବ୍ ନିଶ୍ଚୟ କରିବେ । କାରଣ ଏହା ସମ୍ପୂର୍ଣ୍ଣ ମାଗଣା ଅଟେ ।


#BankGuardJob
#Matricpassjob
#10thpassjob
#Odishajobupdates 

No comments:

Post a Comment