ନମସ୍କାର ବନ୍ଧୁଗଣ,
ଏହି ଭିଡିଓରେ ଓପିଏସ୍ସି ପକ୍ଷରୁ ଆସିଥିବା ନୋଟିଫିକେସନ୍ ବିଷୟରେ କହିଛି । ଯାହା ଆପଣଙ୍କର ବନ ବିଭାଗରେ ନିଯୁକ୍ତି ପାଇବେ । ଏଥିରେ ମୋଟ ୬୭ଟି ପଦବି ରହିଛି । ଯେଉଁମାନେ ସ୍ନାତକ ପାସ୍ କରିଥିବେ ଏହାକୁ ଆବେଦନ କରିପାରିବେ । ଆବେଦନର ଫି ରହୁଛି ୫୦୦ । ଏମିତି ଅନେକ ନିୟମାବଳୀ ନୋଟିଫିକେସନର୍ ସମସ୍ତ କଥାକୁ ବୁଝାଇ କହିଛି । ଆଶା କରୁଛି ଏହି ଭିଡିଓଟି ଆପଣଙ୍କୁ ଭଲ ଲାଗିବ । ଭଲ ଲାଗିଲେ ଭିଡିଓକୁ ଗୋଟିଏ ଲାଇକ୍ ଓ ସେୟାର କରିବାକୁ ଭୁଲିବେନି । ହଁ ଅଧିକ ଚାକିରୀ ସୂଚନା ପାଇବା ପାଇଁ ‘ଓଡ଼ିଶା ଜବ୍ ଅପ୍ଡେଟ୍ସ୍’ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସବ୍ସ୍କ୍ରାଇବ୍ ନିଶ୍ଚୟ କରିବେ । କାରଣ ଏହା ସମ୍ପୂର୍ଣ୍ଣ ମାଗଣା ଅଟେ ।

#JobinForestDepartment
#ForestRangerjob
#forestConservator
#odishajobupdates
No comments:
Post a Comment